Pratidin TV

Odisha's Digital News Platform

ଦେଶରେ ଆଜି ୩୯ ଜୀବନ ନେଲାଣି କରୋନା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୮୧୯ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୪,୫୨,୧୬୪ କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ ମନ୍‌ôାଳୟ ସୂଚନା ଅନୁଯାୟୀ ସକ୍ରିୟ ମାମଲା ୧୦୪,୫୫୫ ରେ ଆସି ପହଞ୍ଚିଥିବା ବେଳେ ୩୯ନୂଆ ମୃତକଙ୍କୁ ମିଶାଇ ମୃତହାର ୫,୨୫,୧୧୬ ।ଦେଶର ସକ୍ରିୟ ମାମଲା ୦.୨୧ ରେ ସ୍ଥଗିତ ଥିବା କ୍ଷେତ୍ରରେ ୯୮.୫୮% ସୁସ୍ଥହାରରେ ପହଞ୍ଚିଛି । ରାଜ୍ୟରେ ନିଜର କାୟା ବିସ୍ଥାର କରୁଥିବା କରୋନା କବଳରୁ ମଧ୍ୟ ରାଜଧାନୀ ବର୍ତି ପାରି ନାହିଁ । ରାଜଧାନୀର ସମସ୍ତ ସପିଂଙ୍ଗ ମଲ୍ ସହ ଅନ୍ୟାନ୍ୟ ମାରକେଟ୍ ତଥା ଛୋଟ ବଡ ଦୋକାନରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରିବାକୁ ବିଏମ୍‌ସିର କଡା ଆଦେଶ ତା ସହ ମାସ୍କ କୁ ଆଗପରି ବାଧ୍ୟତାମୂଳକ କରାଯାଇଛି ।

Leave a Reply

Your email address will not be published. Required fields are marked *