Pratidin TV

Odisha's Digital News Platform

ହାତରେ କଇଁଛ ମୁଦି ପିନ୍ଧୁଥିଲେ ମାନନ୍ତୁ ଏହି ୪ ନିୟମ , ନଚେତ୍ ହୋଇଯିବେ ତଳିତଳାନ୍ତ ..

1 min read

ଭୁବନେଶ୍ୱର ; ହାତରେ କଇଁଛ ମୁଦି ଲଗାଉଛନ୍ତି କି ସାବଧାନ ! ବଦଳିପାରେ ଆପଣଙ୍କ ଭାଗ୍ୟ ନଚେତ୍ ହୋଇପାରନ୍ତି ତଳିତଳାନ୍ତ । ଆଜିକାଲିର ଯୁବପୀଢି ନିଜର ଫ୍ୟାସନ ପାଇଁ ହାତରେ କଇଁଛ ମୁଦି ପିନ୍ଧି ବୁଲୁଛନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏହି କଇଁଛ ମୁଦି କେତେ ପ୍ରଭାବ ପକାଇଥାଏ ଆମ ଜୀବନରେ । ଏହି ମୁଦିକୁ ଧାରଣ କରିବାର ବା ପିନ୍ଧିବାର କିଛି ସଠିକ୍ ନିୟମ ରହିଛି ଯଦି ଆପଣମାନେ ତାହା ଫଲୋ ନକରନ୍ତି ତେବେ ସେହି ମୁଦି ଆପଣଙ୍କୁ ତଳିତଳାନ୍ତ ମଧ୍ୟ କରାଇଦେଇପାରେ । ମୁଦି ପିନ୍ଧିବା ପୂର୍ବରୁ ଜାନନ୍ତୁ ଏହି ୪ ଗୁରୁତ୍ୱପୂର୍ଣ୍ଣ ନିୟମ –

୧- ଯଦି ଆପଣମାନେ କଇଁଛ ମୁଦି ହାତରେ ପିନ୍ଧୂଛନ୍ତି ତେବେ ମନେରଖିବେ ଯେ ଏହା ସର୍ବଦା ଚାନ୍ଧିର ହୋଇଥିବା ଆବଶ୍ୟକ। ଏମିତି ଅନେକ ଧାତୁରେ ଏହି ମୁଦି ମିଳୁଛି । କିନ୍ତୁ ଆପଣମାନେ ସର୍ବଦା ଚାନ୍ଧିର ବ୍ୟବହାର କରନ୍ତୁ । ଏହା ଆପଣଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପକାଇଥାଏ । ଏବଂ ଲକ୍‌କୁ ଆକୃଷ୍ଟ କରିଥାଏ ।
୨- ମୁଦି ଲଗାଇବା ପୂର୍ବରୁ ପ୍ରଥମେ କ୍ଷୀର ଓ ଗଙ୍ଗାଜଳରେ ତାକୁ ସୁଦ୍ଧ କରନ୍ତୁ । ଏହାପରେ ମା ଲକ୍ଷ୍ମୀଙ୍କ ପାଦତଳେ ରଖି ସୁକତ ପାଠ କରନ୍ତୁ । ଆଉ ତାପରେ ଧାରଣ କରନ୍ତୁ ।

Advertisement


୩-ମୁଦି ପିନ୍ଧିବା ପୂର୍ବରୁ ସବୁଠୁ ଅଧିକ ଧ୍ୟାନ ଦିଅନ୍ତୁ ଯେପରି କଇଁଛର ମୁହଁ ଆପଣଙ୍କ ଆଙ୍ଗୁଠିରେ ଆପଣଙ୍କ ଆଡକୁ ରହିବ । ଏହାଦ୍ୱାରା ଆପଣଙ୍କ ଜୀବନରେ ଧନର ବର୍ଷା ହେବ ।
୪-ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେଉଁ ବ୍ୟକ୍ତି କଇଁଛର ମୁଦି ପିନ୍ଧନ୍ତି ସେମାନଙ୍କ ଉପରେ ସବୁବେଳେ ମାଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଥାଏ ।

Leave a Reply

Your email address will not be published. Required fields are marked *