Pratidin TV

Odisha's Digital News Platform

ଦୈନନ୍ଦିନର ଏହି ୭ ଟି କାମ ଯୋଗୁଁ ଘରେ ମାଡିଆସେ ଦାରିଦ୍ରତା , ବଦଳାନ୍ତୁ ଅଭ୍ୟାସ …

1 min read

ଭୁବନେଶ୍ୱର ; ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଆମ ଦୈନନ୍ଦିନର କିଛି ଏଭଳି କାର୍ଯ୍ୟ ରହିଛି ଯାହା ଆମ ଭାଗ୍ୟ ଉପରେ ସିଧା ପ୍ରଭାବ ପକାଇଥାଏ । କାରଣ ମଣିଷର କର୍ମ ହିଁ ତା ଭାଗ୍ୟ ଭବିଷ୍ୟ ନିର୍ଦ୍ଧାରଣ କରିଥାଏ । ଆପଣମାନେ ନିଜ ଦୈନନ୍ଦିନ ଜୀବନରେ ଯଦି ଏଭଳି ସବୁ ଛୋ ଛୋଟ କାର୍ଯ୍ୟ ପ୍ରତି ଧ୍ୟାନ ନଦିଅନ୍ତି ତେବେ ଆପଣଙ୍କ ଘରେ ମା ଅଲକ୍ଷ୍ମୀଙ୍କ ପାଦ ପଡିଥାଏ ଯେପରି ଲକ୍ଷ୍ମୀଙ୍କ ପାଦ ପଡିବା ଦ୍ୱାରା ଘରେ ଧନ ,ସୁଖ ସମୃଦ୍ଧି ବଢିଥାଏ । ଠିକ୍ ସେହିପରି ଅଲକ୍ଷ୍ମୀଙ୍କ ପାଦ ପଡିବା ଦ୍ୱାରା ଘରର ଅର୍ଥିକ ସ୍ଥିତି ଖରାପ ହେବା ସହ ଘରୁ ସୁଖ ଶାନ୍ତି ଧମ ସମ୍ପତ୍ତି ସବୁ ଚାଲିଯାଇଥାଏ । ଏବଂ ମଣିଷ ତଳିତଳାନ୍ତ ହୋଇଯାଏ ବୋଲି ବିଶ୍ୱାସ ରହିଛି ।

ଦୈନନ୍ଦିନ ଜୀବନରେ ଧ୍ୟନ ଦିଅନ୍ତୁ ଏହି ୭ଟି କାର୍ଯ୍ୟାପ୍ରତି –
୧- ଆଲମାରୀ ବା ସିନ୍ଧୁକର ତାଲା ଚାବି ଲଗେଇ ଛଅଡିଦେବା
୨- ପାନିଆରେ ମୁଣ୍ଢ କୁଣ୍ଢାଇ ଲାଗିଥିବା ଚୁଟି ନକାଢିବା ।
୩- ଘରର ମୁଖ୍ୟ ଦ୍ୱାରରେ ଖାଲିତାଲା ଛୁଲାଇବା ।
୪- ବାଥରୁମ୍ / ଗାଧୁଆ ଘରେ ଖାଲି ବାଲ୍ଟି ରଖିବା ।
୫- ପୋଷାକ ଓଲଟା ପିନ୍ଧିବା ଦ୍ୱାରା ।
୬- ଦ୍ୱାରକୁ ବ୍ରାହ୍ଣଣ ଆସିଥିଲେ ତାଙଯକୁ ଦକ୍ଷିଣା ଦେବା ପୂର୍ବରୁ କିଛି ପଚାରିବା ।
୭- ଘରେ ଓଲଟା ଦିଗରେ ଶୋଇବା ।

Advertisement

Leave a Reply

Your email address will not be published. Required fields are marked *