Pratidin TV

Odisha's Digital News Platform

ଅବପାତରେ ପରିଣତ ହେଲା ଲଘୁଚାପ୍ ; ଅଦିନିଆକୁ ବର୍ଷାକୁ ନେଇ ଫସଲ ପରିଚାଳନା ପାଇଁ ଚାଷୀକୁ ପରାମର୍ଶ ଦେଲା ଓୟୁଏଟି ….

1 min read

ଭୁବନେଶ୍ୱର ; ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ରଟି ଆଜି ଅବପାତରେ ପରିଣତ ହୋଇଛି। ଏହା କ୍ରମେ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେଇପାରେ। ଏହା ପ୍ରଭାବରେ ରାଜ୍ୟରେ ଆଜିଠୁ ବର୍ଷା ହେବାର ସମ୍ଭାଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଖିଲ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ କୃଷି ବିଭାଗ ଚାଷୀଙ୍କ ଙ୍କୁ ପାଇଁ ଫସଲ ପରିଚାଳନାର ଏକ ନିର୍ଦ୍ଦେଶ ଜାରି କରିଛି । କାରଣ ବର୍ତ୍ତମାନ ୮୫ ଭାଗ ଫସଲ ପାଚି ଯାଇଥିବା ସୂଚନା ରହିଛି । ଫସଲ ନଷ୍ଟ ନହେବା ପାଇଁ ଓୟୁଏଟି ପକ୍ଷରୁ ପରାମର୍ଶ ଜାରୀ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *