Pratidin TV

Odisha's Digital News Platform

ର‌୍ୟାଗିଙ୍ଗ ବଢାଉଛି ବାପା ମାଙ୍କ ଚିନ୍ତା : ପିଲାଙ୍କୁ ପାଠ ପଢା ପାଇଁ ବାହାରକୁ ଛାଡିବାକୁ ଡରୁଛନ୍ତି ଘରଲୋକେ

1 min read

ଭୁବନେଶ୍ୱର ; ରାଜଧାନୀରେ ଚିନ୍ତା ବଢାଇଛି ର‌୍ୟାଗିଙ୍ଗ । ଖଣ୍ଡଗିରି ଥାନାକୁ ଅଭିଯୋଗ ଆଣିଲେ ବେସିକ ସାଇନ୍ସ କଲେଜର ଜଣ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର । ୩ ଜଣ ସିନିୟର ରାଗିଂ କରୁଥିଲେ ତାଙ୍କୁ ମଦ ପିଇବାକୁ ଟଙ୍କା ନ ଦେବାରୁ ମାଡ ମାରିଥିଲେ ସିନିୟର ତା ସହ ଉଠବସ୍ ମଧ୍ୟ କରାଇଥିଲେ ।ମାନସିକ ଚାପ ସହି ନପାରି ଶେଷରେ ଖଣ୍ଡଗିରି ଥାନାକୁ ଅଭିଯୋଗ ଆଣିଥିଲେ । ପୋଲିସ ଘଟଣାଟିର ତଦନ୍ତ ଆରମ୍ଭ କରିଦେଇଛି ।

Advertisement

Leave a Reply

Your email address will not be published. Required fields are marked *