Pratidin TV

Odisha's Digital News Platform

ଲେଜ୍ ପ୍ୟାକେଟରୁ ବାହାରିଲା ଫ୍ରାଏ ମୂଷା , ଖାଉଥିଲା ୪ ବର୍ଷର ଶିଶୁକନ୍ୟା….

1 min read

ଜଗତସିଂହପୁର ; ସାବଧାନ ନିଜ ଝୁଆ ମାନଙ୍କୁ ହାଏଜେନିକ୍ ଭାବି ଲେଜ୍ କୁରକୁରି ଇତ୍ୟାଦି ଦେଉଛନ୍ତି କି ! ଜଗତସିଂହପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଦୃଶ୍ୟ ଯାହାକୁ ଦେଖିବା ପରେ ଆପଣମାନେ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ ।

ଲେଜ୍ ପ୍ୟାକେଟ୍ ଭିତରୁ ଫ୍ରାଏ ମୂଷା ବାହାରିବା ପରେ ସମୃକ୍ତ ଅଞ୍ଚଳରେ ଚହଳ ପଡିଯାଇଛି । କାରଣ ଲେଜ୍ ଭଳି ନାମି କମ୍ପାନୀ ଯଦି ନିଜ ସ୍ୱଚ୍ଛତା ପ୍ରତି ଏତେ ମାତ୍ରାରେ ଅବହେଳ ଦେଖାଇବା ତେବେ ଲୋକମାନେ ଏହି ଚିପ୍ସ ଗୁଡିକ ଖାଇବା ବନ୍ଦ କରିଦେବେ ।

Advertisement

ସାଧାରଣତ ଭାରତରେ ଏହିସବୁ ଜିନିଷର ଅଧିକ ବିକ୍ରି ହେଉଥିବା ବେଳେ , ଓଡିଶା ଜଗତସିଂହପୁରର ଏଭଳି ଘଟଣା ସମସ୍ତଙ୍କୁ ଅବାକ୍ କରିପକାଇଛି । ଲେଜ୍ ଭଳି କମ୍ପାନୀ କିଭଳି ଏଭଳି ଅବହେଳା କରିପାରିଲା ତାକୁ ନେଇ ସଚୁଠି ଚିନ୍ତା । କାରଣ ଦେଶରେ ଲେଜ୍ ଏପରି ଏକ କମ୍ପାନୀ ଯାହାକୁ ଲୋକମାନେ ନିଜ ନିଜ ଛୋଟ ଛୋଟ ଛୁଆମାନଙ୍କୁ ଅତି ବିଶ୍ୱାସର ସହ ଦେଇଦେଇ ଥାନ୍ତି । କିନ୍ତୁ ଏହି ଲେଜ୍ ପ୍ୟାକେଟ୍ ଭିତରୁ ମଲା ବା ପ୍ରାଏ ମୂଷା ବାହାରିବା କମ୍ପାନୀର ଅଣସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ତିଆରିକୁ ଦର୍ଶାଉଛି । ଯାହା ପ୍ରତି ସାଧାରଣ ଲୋକ ବିଶେଷ ଧ୍ୟାନ ଦେବା କଥା ।

Leave a Reply

Your email address will not be published. Required fields are marked *