ସଫଳହେଲା ବର୍ଷ ବର୍ଷ ର ଗବେଷଣା
1 min readଭୁବନେଶ୍ୱର : ଡେଙ୍ଗୁ ଓ ଚିକେନଗୁନିଆର ନିୟନ୍ତ୍ରଣ ପାଇଁ ଗବେଷଣାରେ ସଫଳତା । ଏକ ନୂଆ ପ୍ରଜାତିର ମାଈ ମଶା ଜରିଆରେ ରୋଗ ନିୟନ୍ତ୍ରଣ କରାଯାଇପାରିବ ବୋଲି ସୂଚନା ଦେଇଛି ଆଇସିଏମ୍ଆର ଭେକ୍ଟର କଣ୍ଟୋଲ ରିସର୍ଚ୍ଚ ସେଣ୍ଟର । ଆଇସିଏମ୍ଆର-ଭିସିଆର୍ସି ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ କୁମାରଙ୍କ ସୂଚନା ଅନୁଯାୟୀ ଏକ ନୂଆ ପ୍ରକାରର ମାଈ ମଶା ଡେଙ୍ଗୁ ଓ ଚିକେନଗୁନିଆ ମଶାକୁ ନିୟନ୍ତ୍ରଣ କରିବପାରିବ । ଗବେଷଣାକୁ କାର୍ଯ୍ୟକାରୀ କରିବା ନେଇ ସରକାରଙ୍କ ଅନୁମତିକୁ ଅପେକ୍ଷା ।