Pratidin TV

Odisha's Digital News Platform

ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ଦୈନିକ ସଂକ୍ରମଣ

୨୧ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୪, ବାଲେଶ୍ୱର ୪, ବରଗଡ ୧, ଭଦ୍ରକ ୧, ବଲାଙ୍ଗୀର ୨, କଟକ ୨, ଦେଓଗଡ ୨, ଢେଙ୍କାନାଳ ୧, ଗଜପତି ୧୪, ଗଞ୍ଜାମ ୧୫, ଜଗତସିଂହପୁର ୧, ଯାଜପୁର ୮, ଝାରସୁଗୁଡା ୧୧, କଳାହାଣ୍ଡି ୨, କେନ୍ଦ୍ରାପଡା ୭, ଖୋର୍ଦ୍ଧା ୬, କୋରାପୁଟ ୫, ମୟୁରଭଞ୍ଜ ୬, ସମ୍ବଲପୁର ୫, ସୋନପୁର ୧, ସୁନ୍ଦରଗଡ ୮,ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୧୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନ ରୁ ୧୮ ବର୍ଷ ମଧ୍ୟରେ ୧୬, ସଙ୍ଗରୋଧରୁ ୬୨ ଓ ସ୍ଥାନୀୟ ସଂକ୍ରମଣ ୪୬। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୬,୧୧୭କୁ ବୃଦ୍ଧି ପାଇଛି। ୧୨,୭୫,୭୬୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୧୯୬ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Leave a Reply

Your email address will not be published. Required fields are marked *