Pratidin TV

Odisha's Digital News Platform

ଖୁବ ଶ୍ରୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ : ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ ଓ ପୂର୍ବତନ ଆଇପିଏଲ ଚେୟାରମ୍ୟାନ ଲଳିତ ମୋଦୀ

1 min read

ନୂଆଦିଲ୍ଲୀ : ପରସ୍ପର ପ୍ରେମରେ ପଡିଲେ ଲଳିତ ମୋଦୀ ଏବଂ ସୁସ୍ମିତା ସେନ,ସେୟାର କଲେ ଫଟୋ ଶ୍ରୀଘ୍ର କରିବେ ବିବାହ । ତେବେ ବଲିଉଡର ନୂଆ କପୁଲ ଭାବେ ଖୁବ ଚର୍ଚ୍ଚାରେ ପୂର୍ବତନ ମିସ୍ ୟ୍ୟୁନିଭର୍ସ ସୁସ୍ମିତା ସେନ୍ ଓ ଆଇପିଏଲ ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦୀ । ନିଜ ରିଲେଶନସିପ୍‌ର ଖୁଲାସା କରି ଟ୍ୱିଟ୍ ମାଧ୍ୟମରେ #ladylove#sushmitasen#newbeginning ଲେଖିଏହି ଖବର ଦେଲେ ଲଳିତ ମୋଦୀ ।ଏହା ପରେ ଧାର ଧାର ହୋଇ ଛୁଟିଥିଲା ଉଭୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ । ଏହି ଖବର ଶୁଣିବା ପରେ ସୁସ୍ମିତାଙ୍କ ଫ୍ୟନ୍ସ ମାନେ ମଧ୍ୟ ଉତ୍ସାହିତ ଥିବାବେଳେ ।ସୁସ୍ମିତାଙ୍କ ଭାଇ ରାଜିଭ ସେନ୍ ଏହି ଖବରକୁ ନେଇ ଆଶ୍ଚଯ୍ୟ ଅଛନ୍ତି ।

Leave a Reply

Your email address will not be published. Required fields are marked *