Pratidin TV

Odisha's Digital News Platform

ପୁଣି ଟ୍ରକ୍ ଚକାତଳେ ଚାଲିଗଲା ଜୀବନ , ଭାସିଗଲା ରୋଜଗାରିଆ ରତ୍ନାକରଙ୍କ ପରିବାର …..

1 min read

ପୁରୀ ; ଆଜି ନିମାପଡା ର ମୁଖ୍ୟ ରାସ୍ତା କୁଶଭଦ୍ରା ବ୍ରିଜ ଉପରେ ଏକ ଟ୍ରକ ଓ ବାଇକ ଚାଳକ ଙ୍କୁ ଧକା ଦେଇଥିଲା । ଏବଂ ଘଟଣା ସ୍ଥଳରେ ବାଇକ୍ ଚାଳକ ଙ୍କ ମୃତୁ ହୋଇଥିଲା । ମିଳିଥିବା ଖବର ଅନୁଯାୟୀ ଚାଳକ ଙ୍କ ନାମ ରତ୍ନାକର ପ୍ରଧାନ ବୟସ ୪୫ ବର୍ଷ, ଗ୍ରାମ ନିମାପଡା ନିକଟସ୍ଥ ସରବା ପଡ଼ା ପ୍ରଧାନ ସାହିରେ।

ଦୁର୍ଘଟଣା ପରେ ଶତାଧିକ ଲୋକ ଆସି ରାସ୍ତା ରୋକ କରିଥିବା ବେଳେ ନିମାପଡା ପୋଲିସ ପହଞ୍ଚି ସେଠାରେ ଥିବା ଲୋକଙ୍କୁ ବୁଝା ସୁଝ୍ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରି ନାହିଁ ।ବର୍ତ୍ତମାନ ଶହ ଶହ ଗାଡ଼ି ଅଟକିବା ସହ ହଜାର ହଜାର ସଂଖ୍ୟାରେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *