Pratidin TV

Odisha's Digital News Platform

ବିଳମ୍ବ ହେଲେବି କନ୍ଧମାଳକୁ ଛୁଇଁଲା ଶୀତ…

1 min read

କନ୍ଧମାଳ ; ବାତ୍ୟା, ଲଘୁଚାପ ଜନିତ କାରଣରୁ ଏଥର ବିଳମ୍ୱ ରେ ଶୀତ କନ୍ଧମାଳ ରେ ଛୁଇଁଛି ଥିବାରୁ ଜ଼ିଲ୍ଲା ବାସୀ ଶୀତର ବେଶ ମଜାନେଉଛନ୍ତି । ଘନ କୁହୁଡି ସାଙ୍ଗକୁ ପ୍ରବଳ ଜାଡ଼ ସତେ ଯେମିତ ପ୍ରକୃତିର ରାଣୀ ଧଳା ଚାଦରରେ ଘୋଡେଇ ହୋଇରଛି ।

ପ୍ରାକୁତିକ ସୌନ୍ଦର୍ଯ୍ୟରେ ଭର ପୁର ଏହି କନ୍ଧମାଳ  ଶୀତ ଋତୁରେ ନିଜକୁ ସୌନ୍ଦର୍ଯ୍ୟରେ ମନେକରିବା ସହିତ ପ୍ରକୃତି ପ୍ରେମୀ ତଥା ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି ।

Advertisement

କିଛି ଦିନ ବ୍ୟବଧାନ ରେ କନ୍ଧମାଳ ଜ଼ିଲ୍ଲା ରେ ପାରଦ ୧୦ ଡିଗ୍ରୀ ତଳେ ରହୁଥିବା ରୁ ଜ଼ିଲ୍ଲା ରେ ପ୍ରବଳ ଥଣ୍ଡା ଲାଗିରହିଛି ଯାହାରୀ ଫଳରେ ଥଣ୍ଡାଦାଉରୁ ରକ୍ଷା ପାଇବା ପାଇଁ ଜନସାଧାରଣ ଶୀତ ବସ୍ତ୍ର ପରିଧାନ କରିବା ସହିତ ବ୍ୟାୟାମ କରି ନିଜକୁ ସୁସ୍ଥ ରଖୁଥିବା ମଧ୍ୟ୍ୟ ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *