ମାଲିକ ଘରୁ ଲୁଟ୍ ହେଲା ଝିଅ ବାହାଘର ସୁନା , ଭଡାଟିଆଙ୍କ ଉପରେ ଲଗାଇଲେ ଚୋରୀର ଦୋଷ ……
1 min readଭୁବନେଶ୍ୱର ; ପିକନିକ୍ରେ ଯାଇଥିଲା ଘର ମାଲିକଙ୍କ ପରିବାର , ଘରେ ପଶି ନେଇଗଲେ ଝିଅ ବାହାଘର ସୁନା । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଧିନ ଚକେଇସିଆଣିରେ ଏଭଳି ବଡ ଧରଣର ଲୁଟ୍ ହୋଇଥିବା ଅଭିଯୋଗ ଆସିଛି । ତେବେ ସମୃକ୍ତ ମାମଲାରେ ଘର ମାଲିକ ଦୀର୍ଘ ୬ ବର୍ଷରୁ ରହିଆସିଥିବା ଭଡାଟିଆଙ୍କ ଉପରେ ଲଗାଇଛନ୍ତି ଚୋରୀର ଦୋଷ । କିନ୍ତୁ ଏହାକୁ ଖଣ୍ଡନ କରି କଣ କହୁଛନ୍ତି ଭଡାରେ ରହୁଥିବା ମହିଳା ଚାଲନ୍ତୁ ଜାଣିବା …..
also read –ରାଜଧାନୀରେ ମାତିଛନ୍ତି ଲୁଟେରା ; ପିକନିକ୍ରେ ଯାଇଥିଲା ପରିବାର , ଘରେ ପଶି ନେଇଗଲେ ବାହାଘର ସୁନା …….