Pratidin TV

Odisha's Digital News Platform

ବାଇକ୍ ଆରୋଗୀଙ୍କ ଉପରେ ମାଡିଗଲା ଅଜଣା ଗାଡି , ଘଟଣା ସ୍ଥଳରେ ଆଖିବୁଜିଲେ ୩ ସାଙ୍ଗ ….

1 min read

ଝାରସୁଗୁଡା ; ରାଜରାସ୍ତାରେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ । ଘରୁ ସାଙ୍ଗ ହୋଇ ବାହାରିଥିଲେ ହେଲେ ଶବ ହୋଇ ଫେରିଲେ ୩ ଜଣା । ସୋମବାର ସକାଳ ସମୟରେ ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲା ବେଲପାହାଡ ଗଉରପଡା ନିକଟରେ ଭୟଙ୍କର ଦୁର୍ଘଟଣା ।

ଏକ ଅଜଣା ଗାଡି ମୋଟ ସାଇକେଲକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ବାଇକରେ ଥିବା ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଝାରସୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରେ ରାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *