Pratidin TV

Odisha's Digital News Platform

ବୋମା ଫୁଟାଇ ଦୁଇଟି ATM ରୁ ୩୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ।

1 min read

ସୋର ; ଗ୍ୟାସ କଟର ରେ ଏଟିମ କୁ କାଟି ୩୨ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟିନେଲେ ଲୁଟେରା । ବାଲେଶ୍ୱର ଜିଲ୍ଲା ଖଇରା ତୁଡ଼ିଗଡିଆ ବଜାର ଥିବା ଏକ୍ସିସ ବ୍ୟାଙ୍କ ରୁ ଗତକାଲି ବିଳମ୍ବିତ ରାତିରେ ଦୁଇଟି ବୁଲେରୁ ଗାଡିରେ ୬ରୁ ଉର୍ଦ୍ଧ ଲୁଟେରା ଆସିଥିବା ନେଇ ସ୍ଥାନୀୟ ଲୋକ ମାନେ ସୂଚନା ଦେଇଛନ୍ତି । ଲୁଟରେ ମାନେ ବିଳମ୍ବିତ ରାତିରେ ଗ୍ୟାସ କଟର ମାଧ୍ୟ ମରେ ଏଟିମ କୁ ତାଡି ଏଟିମ ରେ ଥିବା ୨୦ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ସୂଚନା ମିଳିଛି ।

ଲୁଟ ପରେ ଲୁଟେରା ମାନେ ଦୁଇଟି ବୁମା ଫୁଟାଇଥିବା ନେଇ ସ୍ଥାନୀୟ ବାସିନ୍ଦା ମାନେ ଜାଣିବାକୁ ପାଇଥିଲେ । ସ୍ଥାନୀୟ ଲୋକ ଉଠିବାରୁ ଲୁଟେରା ମାନେ ବୁଲେରୁ ଗାଡି ରେ ଫେରାର ହୋଇଯାଇଥିଲେ । ଲୋକ ମାନେ ପୋଲିସ କୁ ଖବର ଦେବା ପରେ ପୋଲିସ ପହଁଚି ଛାନଭିନ ଆରମ୍ଭ କରିଛି । ଖଇରା ଅଂଚଳ ରେ ଦିନକୁ ଦିନ ଚୋରି ଡକାୟତ ବଢିବାରେ ଲାଗିଛି । ଯାହାକୁ ସ୍ଥାନୀୟ ଲୋକ ମାନେ ଭୟଭୀତ ଥିବା ନେଇ ପ୍ରକାଶ କରିଛନ୍ତି ।

Advertisement

ସେହିପରି ସୋର ମଙ୍ଗଳପୁର ବଜାର ରେ ଥିବା ପି. ଏନ. ବି ଇଞଗ ରୁ ମଧ୍ୟ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ କଟର ରେ କାଟି ୧୨ ଟଙ୍କା ଚୋରି ହୋଇଥିବା ଜଣା ପଡିଛି। ସୋର ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *