Pratidin TV

Odisha's Digital News Platform

ପରିବାର ଦୁଃଖ ବୁଝିଲେନି ବାବୁ

ଶେଷ ସୁଯୋଗ ମଧ୍ୟ ହାତଛଡା କଲେ ବାବୁସାନ୍ । ମାଁ ଓ ସ୍ତ୍ରୀଙ୍କୁ ଛାଡି ପ୍ରକୃତିଙ୍କ ସପକ୍ଷରେ ଅପଲୋଡ କଲେ ଭିଡିଓ । କହିଲେ ପ୍ରକୃତି କେବେ ମୋ ଟଙ୍କା ଖାଇନି କି ମୋତେ ବ୍ଲାକମେଲ ବି କରିନାହିଁ । ତେବେ ଅନେକ ଆଶା ବାନ୍ଧି ବସିଥିବା ମା ଅପରାଜିତା ଓ ସ୍ତ୍ରୀଙ୍କର ସ୍ୱପ୍ନ ତାଙ୍କର ଏହି ଗୋଟିଏ ଭିଡିଓ ଦ୍ୱାରା ଭାଙ୍ଗି ଚୁରମାର ହୋଇଯାଇଛି ବୋଲି କହିଲେ ଚଳେ ।

ପରିବାର ଲୋକେ ଭାବିଥିଲେ ସବୁ ଛାଡି ବାବୁ ଏବେ ବୋଧହୁଏ ଫେରି ଆସିବ ତାଙ୍କ ପାଖକୁ ,କିନ୍ତୁ ଫେରିଲେନି ବାବୁ ବରଂ ସୋସିଆଲ ମିଡିଆରେ ଛାଡିଲେ ଏପରି ଭିଡିଓ ।

Leave a Reply

Your email address will not be published. Required fields are marked *