Pratidin TV

Odisha's Digital News Platform

ଆସନ୍ତାକାଲି ପ୍ରକାଶ ପାଇବ OJEE ରେଜଲ୍ଟ

1 min read

ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ଓଜେଇଇ ୨୦୨୨ର ରେଜଲ୍ଟ । କାଲି ସକାଳ ୧୧.୩୦ ସମୟରେ ପ୍ରକାଶ ପାଇବ ଫଳ । ତେବେ ଆସନ୍ତାକାଲି ଫଳାଫଳ ଘୋଷଣା କରିବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ।

ଏହାପରେ ଛାତ୍ରଛାତ୍ରୀ ମାନେ ଓଜେଇର ଅଫିସିଆଲ ୱେବସାଇଟ ବା ojee.nic.in ରେ ନିଜର ଫଳ ଦେଖିପାରିବେ । ସର୍ବମୋଟରେ ୪୨ ହଜାର ୩୯୭ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ ଏହି ପରୀକ୍ଷା ପାଇଁ ।

Advertisement

Leave a Reply

Your email address will not be published. Required fields are marked *