Pratidin TV

Odisha's Digital News Platform

CRPF କ୍ୟାମ୍ପ ଉପରେ ବଡ଼ ନକ୍ସଲ୍ ହମ୍‌ଲା ; ୩ ଯବାନ ସହିଦ,୧୪ ଗୁରୁତର ଆହତ……

1 min read

ମାଲକାନଗିରି ; ଛତିଶଗଡ଼ ବିଜାପୁରରେ ସିଆରପିଏଫ କ୍ୟାମ୍ପ ଉପରେ ବଡ଼ ନକ୍ସଲ୍ ହମ୍ଲା। ନକ୍ସଲ୍ ହମ୍ଲାରେ ୩ ଯବାନ ସହିଦ ହୋଇଥିବାବେଳେ ୧୪ ଆହତ ଥିବା ସୂଚନା । CRPF କ୍ୟାମ୍ପ୍ ଉପରେ ହମ୍ଲାରେ କରିଥିଲେ ନକ୍ସଲ। ତେବେ ସମସ୍ତ ଗୁରୁତରଙ୍କୁ ଜଗଦଲପୁରକୁ ଏୟାରଲିଫ୍ଟ କରାଯାଉଥିବା ସୂଚନା ରହିଛି।

ସୁଚନାନୁଯାୟୀ, ନକ୍ସଲ ଗତିବିଧି ଉପରେ ନଜର ରଖିବା ପାଇଁ ସୁକମାର ତେକାଲଗୁଡେମ ଗ୍ରାମରେ ଆଜି ଏକ ସୁରକ୍ଷା ଶିବିର ସ୍ଥାପନ କରାଯାଇଥିଲା।

Advertisement

କ୍ୟାମ୍ପ ସ୍ଥାପନ ପରେ ଜିଲ୍ଲା ରିଜର୍ଭ ଗାର୍ଡ, କୋବ୍ରା ବାଟାଲିୟନ ଓ ସ୍ପେଶାଲ ଟାସ୍କ ଫୋର୍ସ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପ୍ରତିଆକ୍ରମଣ ମଧ୍ୟ କରିଥିଲେ ଯବାନ।

Leave a Reply

Your email address will not be published. Required fields are marked *