Pratidin TV

Odisha's Digital News Platform

ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଣ୍ଟ ଚୋର , ରାତାରାତି ଲୁଟିନେଲେ ୩ଟି ଆପାର୍ଟମେଣ୍ଟ…..

1 min read

ଭୁବନେଶ୍ୱର ; ପୁଣି ରାଜଧାନୀରେ ମାତିଲେ ଆପାର୍ଟମେଣ୍ଟ ଲୁଟେରା । ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟସ ର ୩ ଫ୍ଲାଟ୍ ରୁ ସିରିଜ୍ ଲୁଟ୍ ହୋଇଛି । ୩ ଟି ଫ୍ଲାଟ୍ ରୁ ୩୦ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଜଣାପଡିଛି ।

ତେବେ ଆପାର୍ଟମେଣ୍ଟରେ ରହୁଥିବା ବି.କେ ଦାସ୍‌ଙ୍କ ଘରୁ ୬ଟି ମୁଦି ୧୦ ସୁନା ଚେନ, ୮ ଗୋଲ୍ଡ ଲକେଟ୍,୧୫ ହାଜର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଅନ୍ୟପଟେ ସୂଚନା ପାଇ ପାହାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *