Pratidin TV

Odisha's Digital News Platform

ଫେବୃଆରୀ ୬ରେ ଆସିବେ ରାହୁଲ ଗାନ୍ଧି; ବୀରମିତ୍ରପୁରରେ ହେବ ସ୍ୱାଗତ…..

1 min read

ଓଡିଶାକୁ ଆସିବାକୁ ଯାଉଛନ୍ତି ରାହୁଲ ଗାନ୍ଧି । ଆସନ୍ତା ୬ ତାରିଖରେ ପହଞ୍ଚିବେ ରାହୁଲ। କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରାରେ ରାହୁଲ ସୁନ୍ଦରଗଡର ବୀରମିଟରପରରେ ଆସି ପହଞ୍ଚିବେ। ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।ଏହି ନ୍ୟାୟ ଯାତ୍ରା ପରେ ସୁନ୍ଦରଗଡ, ରାଉରକେଲା, ଝାରସୁଗୁଡ଼ା ଦେଇ ଗତି କରିବ। ଓଡିଶାରେ ରାହୁଲ ୭ ତାରିଖରୁ ୮ ତାରିଖ ଯାଏଁ ରହିବେ ।

ରାହୁଲଙ୍କ ଓଡ଼ିଶା ଗସ୍ତ ଖବର ପରେ ଚଳଚଞ୍ଚଳ ହୋଇପଡିଛି କଂଗ୍ରେସ କ୍ୟାମ୍ପ । ନିର୍ବାଚନ ଉର୍ବରୁ ସଂଗଠନ ସଜାଡ଼ିବା ପାଇଁ କାର୍ଯ୍ୟରେ ଲାଗିଛି ଦଳ । କିଛି ଦିନ ପୂର୍ବରୁ କଂଗ୍ରେସ ସଭାପତି ମାଲିକାର୍ଜୁନ ଖଡ଼ଗେ ଭୁବନେଶ୍ୱର ଓଡିଶା ବଞ୍ଚାଅ ସମାବେଶରେ ଯୋଗ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *