Pratidin TV

Odisha's Digital News Platform

ଭିଜିଲାନ୍ସ ହାତରେ ବରିଷ୍ଠ ରାଜସ୍ୱ ସହାୟକ

ଭୁବନେଶ୍ୱର : ଆଜି ବରଗଡ ଜିଲ୍ଲା ଅମ୍ବାଭୋନା ତହସିଲ ଅଫିସରର ବରିଷ୍ଠ ରାଜସ୍ୱ ସହାୟକ ବଳରାମ କଲାରୀ ଲାଞ୍ଚ ନେଇ ଧରାପଡିଛନ୍ତି ଭିଜିଲାନ୍ସ ହାତରେ । ସୂଚନା ମୁତାବକ ସେ ଏକ ପୈତୃକ ସମ୍ପତ୍ତିର ଭାଗବାଣ୍ଟ ମାମଲାରେ ରିପୋର୍ଟ ପ୍ରସ୍ତୁତ କରି ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରାପଡିଲେ ଭିଜିଲାନ୍ସ ହାବୁଡରେ । ଏନଇ ତାଙ୍କ ନାରେ ସମ୍ବଲପୁର ଭିଜିଲାନ୍ସ ଡିଭିଜନରେ ମାମଲା ରୁଜ୍ଜୁ ହୋଇଛି ।

Leave a Reply

Your email address will not be published. Required fields are marked *