Pratidin TV

Odisha's Digital News Platform

ଦିଲ୍ଲୀରେ ମେଟ୍ରୋ ଷ୍ଟେସନ ଭୁଶୁଡିଲା; ଦବି ହୋଇଗଲେ ଲୋକେ…

1 min read

ଦିଲ୍ଲୀରେ ଘଟିଛି ଦୁର୍ଘଟଣା | ଏହି ଦୁର୍ଘଟଣା ଦିଲ୍ଲୀସ୍ଥିତ ଗୋକୁଲପୁରୀରେ ଏକ ମେଟ୍ରୋ ଷ୍ଟେସନ କିଛି ଅଂଶ ଭୁଶୁଡି ଯାଇଛି | ମେଟ୍ରୋ ଷ୍ଟେସନର କିଛି ଅଂଶ ଭୁଶୁଡିଯିବା କାରଣରୁ ଜଣେ ଲୋକ ସେଥିରେ ଦବି ହୋଇଯାଇଥିଲେ | ଏହି ସମୟରେ ତଳେ କେତେକ ବାଇକ ଚାଳକଙ୍କ ଉପରେ ପଡିବ ଯୋଗୁଁ ଦାବି ହୋଇଯାଇଥିଲେ | ଖବର ପାଇଁ ଦମକଳବାହିନୀ ଓ ଉଦ୍ଧାରକାରୀ ଦଳ ଆସି ପହଞ୍ଚିଥିଲା | ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲା | ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଦେଇଛି |

Advertisement

Leave a Reply

Your email address will not be published. Required fields are marked *