Pratidin TV

Odisha's Digital News Platform

(video)ପ୍ରଭୁ ଡାକିଲେ , ସଂସାର ଛାଡି ସନ୍ନ୍ୟାସିନୀ ପାଲଟିଲେ କୌଶଲ୍ୟା ।

1 min read

ଭୁବନେଶ୍ୱର ; ଭଗବାନଙ୍କ ପ୍ରେମ ଆଗରେ ହାର ମାନିଲା ସଂସାର ମୋହ ମାୟା । ଭୁବନେଶ୍ୱର ଝିଅ ବନିତା ପରିବତ୍‌ର୍ତିତ ନା (କୌଶଲ୍ୟା) ଆଜି ସଂସାର ମୋହ ମାୟା ଛାଡି ଖୁବ୍ କମ୍ ବୟସରେ ସନ୍ନ୍ୟାସୀନି ସାଜିଛନ୍ତି । ସଂସାରରୁ କଷ୍ଟ ଯନ୍ତ୍ରଣା ପାଇ ଶେଷରେ ପ୍ରଭୁଙ୍କ ପାଇବାକୁ ଧାଇଁଛନ୍ତି । ବିବାହ ପରେ ସ୍ୱାମୀଙ୍କୁ ଭଗବାନ ଭଳି ଦେଖି ପାଦସେବା କରିଥିଲେ ହେଲେ ସ୍ୱାମୀ ଧୋକା ଦେଲେ ପରକୀୟା ପ୍ରୀତି ସହତନ୍ତ୍ର ବିଦ୍ୟା କରୁଥିଲେ । ମୋ ଉପରେ ଅତ୍ୟାଚାର ଅସହ୍ୟା ହେବାରୁ ମରିବାକୁ ଯାଇଥିଲା , କିନ୍ତୁ ଭଗବାନ ମୋତେ ମରଣ ମୁହଁରୁ ଟାଣି ଆଣିଲି ଏଂ ରାସ୍ତାକୁ ।

Advertisement

Leave a Reply

Your email address will not be published. Required fields are marked *