Pratidin TV

Odisha's Digital News Platform

ମୁଁ ଠାକୁରଙ୍କୁ ଡାକୁଛି ରାଣୀ ପଣ୍ଡାର ବାହାଘର ସ୍ୱପ୍ନ ପୂରଣ ହେଉ ।

ଭୁବନେଶ୍ୱର ; ରାଣୀ ପଣ୍ଡାକୁ ନମସ୍କାର କରୁଛନ୍ତି ଲୋକ । କାରଣ ରାଣୀ ପଣ୍ଡାକୁ ଖଣ୍ଡଗିରି ମନା ନାଟକରେ ପ୍ରକୃତ ସତ ଦେଖା ହୋଇଛି । କିଭଳି ରାଣି ପଣ୍ଡାକୁ ମିଛରେ ବଦ୍‌ନାମ କରାଯାଇଛି ? କାହିଁକି ବଦନାମ୍ କରାଯାଇଛି ?କାହାଣୀଟି ପୁରା ସତ ଜଣେ ଗରିବ ବ୍ରାହ୍ମଣ ଝିଅର ସତ୍ୟ ଘଟଣା ଦେଖିବେ ଓଡିଶା ବାସୀ ।

Leave a Reply

Your email address will not be published. Required fields are marked *