Pratidin TV

Odisha's Digital News Platform

(video)ଦର୍ଶକଙ୍କୁ ପେଟେ ଖୁଏଇଲେ ରାଣୀ ପଣ୍ଡା, ଖଣ୍ଡଗିରିରେ ଦର୍ଶକ ଖାଇଲେ ଖୁସିରେ ।

1 min read

ଭୁବନେଶ୍ୱର ; ଖଣ୍ଡଗିରିରେ ଖାଇବାକୁ ବାଣ୍ଟିଲେ ରାଣୀପଣ୍ଡା । ଗୌରୀ ଗଣନାଟ୍ୟର ୪ ରାତି ନାଟକ ହାଉସଫୁଲ ରହିଛି ରାଣୀଙ୍କ ଯାତ୍ରା । ଓଡିସାବାସୀଙ୍କୁ ଭଲପାଇବା ସ୍ନେହ ଶ୍ରଦ୍ଧା ପାଇଁ ଆଜି ରାଣୀ ପଣ୍ଡା ଏତେ ସମ୍ମାନ ପାଉଛି ବୋଲି ରାଣୀ ପଣ୍ଡା କହିଥିଲେ । ସେଥିପାଇଁ ନିଜ ସବୁ ଦର୍ଶକ ତଥା ଖଣ୍ଡଗିରିକୁ ଆସୁଥିବା ସବୁ ଲୋକଙ୍କ ପାଇଁ ମାଗଣଅରେ ଗୋଟେ ରାତି ଖାଇବା ବାଣ୍ଟିଛନ୍ତି ରାଣୀ ପଣ୍ଡା ।

Advertisement

Leave a Reply

Your email address will not be published. Required fields are marked *