Pratidin TV

Odisha's Digital News Platform

ରାକ୍ଷୀ ବାନ୍ଧିଲେ ରାନୀ ପଣ୍ଡା

1 min read

ଆଜି ପବିତ୍ର ରକ୍ଷା ବନ୍ଧନର ଦିନ । ଏହି ଦିନରେ ଭଉଣୀ ମାନେ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ଜୀବନସାରା ନିଜ ସୁରକ୍ଷାର ପ୍ରତିଶୃତି ନେଇଥାନ୍ତି । ସେହିଭଳି ଆଜି ରାଜନୀତି ଓ ଯାତ୍ରା ଦୁନିଆର ଭାଇ ଭଉଣୀ ଭାବେ ବାନ୍ଧି ହୋଇଛନ୍ତି ଦୁଇ ନିଆରା ଲୋକେ । କଂଗ୍ରେସ ଦଳର ନେତା ସୁର ରାଉତରାୟ (ସୁରଭାଇ) ଯିଏ ନିଜ ମନ୍ଥବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ।

ସୂଚନା ଅନୁଯାୟୀ ଆଜି ଯାତ୍ରା ଦୁନିଆର ବେଶ୍ ଜଣାଶୁଣା କଳାକାର ରାନୀ ପଣ୍ଡା ସୁର ଭାଇଙ୍କ ଘରେ ପହଞ୍ଚି ତାଙ୍କୁ ରାକ୍ଷି ବାନ୍ଧିଛନ୍ତି । ସୁର ଭାଇ ମଧ୍ୟ ଭଉଣୀ ରାନୀଙ୍କୁ ସକାଳୁ ସକାଳୁ ଘରେ ଦେଖି ଅତ୍ୟନ୍ତ ଖୁସି ଅଛନ୍ତି । ରାନୀ ସୁର ଭାଇଙ୍କ ସହ ସେଠାରେ ଉପସ୍ଥିତ ଥିବା ଆଊ ୨ ଜଣଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିଛନ୍ତି ସେ ।

Advertisement

Leave a Reply

Your email address will not be published. Required fields are marked *