Pratidin TV

Odisha's Digital News Platform

ଲଘୁଚାପ ପ୍ରଭାବରେ ଉବୁଡୁବୁ ଟ୍ୱିନ୍ ସିଟି ,ଏନେଇ ସହରୀ ବନ୍ୟା ଆଶଙ୍କା

1 min read

ଭୁବନେଶ୍ୱର : ପ୍ରବଳ ବର୍ଷା ଯୋଗୁଁ ଟ୍ୱିନ୍ ସିଟିରେ ସହରୀ ବନ୍ୟାର ଆଶଙ୍କା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରାୟ ସପ୍ତାହେ ଧରି ହେଉଥିବା ବର୍ଷା ଯୋଗୁ ଏପରି ଆଶଙ୍କା କରିଛନ୍ତି ପାଣିପାଗ ବିଜ୍ଞାନୀ ଊମାଶଙ୍କର ଦାସ । ପୁନଶ୍ଚ ଆସନ୍ତାକାଲି ଆଉ ଏକ ଲଘୁଚାପ ପ୍ରଭାବରେ ଦିନତମାମ୍ ଟ୍ୱିନ ସିଟିରେ ଲାଗି ରହିପ।ରେ ବର୍ଷା ।

ତେବେ ଘଣ୍ଟାକୁ ପ୍ରାୟ ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ଅନେକ ଜାଗାରେ ପାଣିଜମିବା ସହ ଯାତାୟତରେ ବାଧା ସୃଷ୍ଟି ହୋଇ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖାଦେଇପାରେ ।

Advertisement

Leave a Reply

Your email address will not be published. Required fields are marked *