Pratidin TV

Odisha's Digital News Platform

ଶିବଲିଙ୍ଗ ସ୍ଥାପନ ପରଠୁ ଗୋଟିଏ ଗଛରେ ଫୁଟୁଛି ୨ ପ୍ରକାରର ଫୁଲ !

1 min read

ବାଲେଶ୍ୱର ; ଆଉ ମାତ୍ର ଦିନକ ପରେ ମହାଜାଗର ଶିବରାତ୍ରୀ । ଏଭଳି ପବିତ୍ର ନିଡାମ୍ବର ଦିନ ପୂର୍ବରୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ଅଧୀନ ୮ ନମ୍ବର ୱାର୍ଡର ଚିନ୍ମୟ ସାହୁଙ୍କ ଘରେ ଦେଖିବାକୁ ମିଳିଛି କିଛି ଅର୍ଦ୍ଭୁତ ଦୃଶ୍ୟ। ଦେଵ ଦେଵ ମହାଦେବ ଙ୍କର ଅଲୋକୀକ ଲୀଳା, ପ୍ରଭୁଙ୍କର ଆଶ୍ରୀବାଦ ରେ ଧଳା ମନ୍ଦାର ଗଛରେ ପୁଟିଲା ନାଲିଫୁଲ ।

ପୁଣି ଦିନକ ପରେ ମହା ଶିବରାତ୍ରି ରହିଥିବା ଯୋଗୁଁ ଏହିପରି ଦୃଶ୍ୟ ଦେଖିବା ପାଇଁ ଉକ୍ତ ଅଂଚଳ ରେ ଜନ ସମାଗମ ସହ, ପରିବାର ଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଏହା ଶିବ ଭଗବାନ ଙ୍କର ଆଶ୍ରିବାଦ ର ଫଳ ବୋଲି କହିଥିଲେ ।

Advertisement

କିଛି ଦିନ ପୂର୍ବରୁ ପରିବାର ଲୋକଙ୍କ ସହ ବୁଲିବାକୁ ଯାଇ ହରିଦ୍ୱାର ଠୁଁ ଆଣିଥିବା ଶିବ ଲିଙ୍ଗ ଉପରେ ଉକ୍ତ ଫୁଲ ଚଡାଇ ପୂଜା ଅର୍ଚନା କରୁଛନ୍ତି । ତେଣୁ ଏହିପରି ଦୃଶ୍ୟ ବିରଳ ବୋଲି ସେ ନିଜେ ମାନିବା ସହ ଏହା ପ୍ରଭୁଙ୍କ କୃପା ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *