Pratidin TV

Odisha's Digital News Platform

ଉଜ୍ୱଳା ଦିଦି ଖୋଲିଦେଲେ ବିଜେପି ଗୁମର , କହିଲେ ନବୀନ ଦେଉଛନ୍ତି ହେଲେ ମୋଦୀ ନୁହଁ ।

1 min read

ଭୁବନେଶ୍ୱର ; ଆଉ ମାତ୍ର କିଛି ଦିନ ନିର୍ବାଚନ । ହେଲେ ୟା ଭିତରେ ଓଡିଶାରେ ମୋଦୀଙ୍କ ଗ୍ୟାରେଣ୍ଟିକୁ ନେଇ ମୁହଁ ଖୋଲିଲେ ଉଜ୍ୱଳା ଦିଦି । କହିଲେ ପଦ୍ମ ଆମକୁ ସବୁ ପ୍ରତିଶୃତି ଦେଇ ଅଧା ବାଟରେ ହାତ ଛାଡିଦେଲେ । ହେଲେ ନବୀନ ସବୁ କରୁଛନ୍ତି । ଆଶା ଦିଦି , ଅଙ୍ଗନୱାଡି ସମସ୍ତଙ୍କ ଦରମା ବଢିଲା । ବିଜେଡି ସରକାର ମା’ ମାନଙ୍କୁ ସମ୍ମାନ ଦେଉଛନ୍ତି । କିନ୍ତୁ ଆମେ ବିଜେପିର ଉଜ୍ୱଳା ଦିଦି ହୋଇ କିଛି ସୁବିଧା ପାଉନାହୁଁ । ଆମେ ୨୦୧୮ ରୁ କାମ କରି ଏଯାଏଁ ଦରମା ପାଉନାହୁଁ । ମାଗଣାରେ ଖଟୁଛି , ପେଟରେ ଓଦା କନା ପକାଇକି ଆମେ ଧାରଣା ଦେଉଛୁ ।

Advertisement

Leave a Reply

Your email address will not be published. Required fields are marked *