Pratidin TV

Odisha's Digital News Platform

ବାଜିଲା ନିର୍ବାଚନ ବିଗୁଲ , ରାଜ୍ୟରେ ୪ଟି ପର୍ଯ୍ୟାୟରେ ହେବ ଭୋଟ୍ ।

1 min read

ଭୁବନେଶ୍ୱର ; ପ୍ରକାଶ ପାଇଲା ନିର୍ବାଚନ ତାରିଖ । ଓଡିଶାରେ ୪ଟି ପର୍ଯ୍ୟାୟରେ ହେବ ମତଦାନ । ଜୁନ୍ ୪ରୁ ଭୋଟ୍ ଗଣତି ।
ଓଡିଶା –

୧- ୧୩ ମେ -ପ୍ରଥମ ପର୍ଯ୍ୟାୟ
୨- ୨୦ ମେ -୨ୟ ପର୍ଯ୍ୟାୟ
୩- ୨୫ ମେ -୩ୟ ପର୍ଯ୍ୟାୟ
୪- ୧ ଜୁନ୍ -୪ର୍ଥ ପର୍ଯ୍ୟାୟ

Leave a Reply

Your email address will not be published. Required fields are marked *