Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା , ବଢିଲା ସମିତସଭ୍ୟଙ୍କ ଦରମା..

1 min read

ନିର୍ବାଚନ ପୂର୍ବରୁ ବଢିଲା ସମିତସଭ୍ୟଙ୍କ ଦରମା । ୭୫୦୦ ରୁ ୯୫୦୦ କୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ବର୍ଦ୍ଧିତ ଦରମା ଲାଗୁ କରାଯିବ । ଉଲ୍ଲେଖ ଯୋଗ୍ୟ ଯେ ଗତ ୧୨ ତାରିଖରେ ରାଜ୍ୟ ସରକାର ପଞ୍ଚାୟତ ରାଜ ପାରିତୋଷିକ ଭତ୍ତା ବୃଦ୍ଧି କରିଥିଲେ ।

ପଞ୍ଚାୟତ ସମିତି ସଭ୍ୟ ମାନେ ପୂର୍ବରୁ ୨୩୫୦ ଟଙ୍କା ପାଉଥିଲେ ତାହାକୁ ବୃଦ୍ଧି କରି ୭୫୦୦ ଟଙ୍କା କରାଯାଇଥିଲା । ହେଲେ ସରପଞ୍ଚଙ୍କ ଦରମା ୧୦୦୦୦ ଟଙ୍କା ହୋଇଥିବା କାରଣରୁ ସମିତିସଭ୍ୟ ଅସନ୍ତୋଷ ପ୍ରକାଶ କରି ଭୁବନେଶ୍ୱରରେ ବିଶାଳ ରାଲି କରିଥିଲେ । ଯାହାପରେ ରାଜ୍ୟ ସରକାର ସେମାନଙ୍କ ଦରମା ୭୫୦୦ ରୁ ୯୫୦୦ କୁ ବୃଦ୍ଧି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *