ଆଞ୍ଚଳିକ ଓଡିଶା ରାଜନୀତି ଶେଷ ମୁହୂର୍ତ୍ତଯାଏ ମେଣ୍ଟ ଗୋପନ ରହିବ , ନହେଲେ କଂଗ୍ରେସ ଫାଇଦା ଉଠାଇବ – ସିନିୟର ଜର୍ନାଲିଷ୍ଟ ପ୍ରଶନ୍ନ ମହାନ୍ତି । 1 min read 6 months ago Deepamudra Mohanty ବର୍ତ୍ତମାନ ସୁଦ୍ଧା ମଧ୍ୟ ମେଣ୍ଟକୁ ନେଇ ଦ୍ୱନ୍ଦ ଜାରି ରହିଛି । ଏଭୟ ବିଜେପି ବିଜେଡିର ଏହା ରଣନୀତି । ମେଣ୍ଟ ହେବ ତାକୁ ଗୋପନ ରଖାଯାଉଛି ବୋଲି କହିଛନ୍ତି ସିନିୟର ସାମ୍ବାଦିକ ପ୍ରଶନ୍ନ ମହାନ୍ତି । କାରଣ କଂଗ୍ରେସ ଫାଇଦା ନେଇଯିବ ବୋଲି ଉଭୟ ଦଳ ମେଣ୍ଟକୁ ଲୁଚାଇ ରଖିଛନ୍ତି । Advertisement Tags: bjd bjp menta odisha Continue Reading Previous ଛାତି ଫଠେଇ କାନ୍ଦୁଛି ଭଉଣୀ , ହେଲେ ଆଉ ଫେରିବନି ଭାଇ ଅଞ୍ଜନ ।Next ମେଣ୍ଟ ସିଟ୍ ପାଇଁ କଥାବାର୍ତ୍ତା ଛିଡି ନାହିଁ ୨ ଦଳରେ -ସିନିୟର ଜର୍ନାଲିଷ୍ଟ ରବି ଦାସ