Pratidin TV

Odisha's Digital News Platform

ସବୁ ବାଧା ବିଘ୍ନକୁ ଏଡାଇ ପୁଣି ଖୋଲିଲା ‘କାର୍ ଖାନା’ , ନେହା-ରଶ୍ମିତା କରିଦେଲେ ପ୍ରତିଦ୍ୱନ୍ଦିଙ୍କ ମୁହଁ ଚୁପ୍ ।

ଭୁବନେଶ୍ୱର ; ନାରୀ ଯେତେବେଳେ ନିଜ ଗୋଡରେ କିଛି କରିବାକୁ ଘରୁ ଗୋଡ କାଢିଥାଏ ତାକୁ ପଛରେ ପକାଇବା ପାଇଁ ବା ତାକୁ ତଳକୁ ଖସେଇବା ପାଇଁ ସମାଜରେ ଅନେକ ଆଙ୍ଗୁଠି ଉଠିଥାଏ । କିନ୍ତୁ ତାକୁ ଆଉ ତା ପରିଶ୍ରମକୁ ବୁଝିବା ଲୋକ କେବଳ ପରିବାର ଥାଏ । ଆଉ ଆଜି ସେଇ ପରିବାରର ସପୋର୍ଟ ଏବଂ ଭରଷା ବଳରେ ତିନି ତିନିଥର ବନ୍ଦ ହୋସାରିବା ପରେବି ପୁଣି ଖୋଲିଛି କାର୍ ଖାନା । ଆଜି ଦୁଇ ଆତ୍ମନିର୍ଭରଶୀଳ ମହିଳା ନେହା ରଶ୍ମିତା ପ୍ରମାଣ କରିଦେଖାଇଛନ୍ତି ଯେ ନାରୀ ଯଦି ନିଜ ମନରେ କିଛି କରିବାକୁ ସ୍ଥିର କରିଦେବ ତେବେ ତାକୁ କୌଣସି ବାଧା ବିଘ୍ନ ଅଟକାଇ ପାରିବନି ।

Leave a Reply

Your email address will not be published. Required fields are marked *