Pratidin TV

Odisha's Digital News Platform

ଏକ୍ସିସ୍ ବ୍ୟାଙ୍କ୍ ସମ୍ମୁଖରୁ ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ୬୦ , ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ ..

1 min read

ଏକ୍ସିସ୍ ବ୍ୟାଙ୍କ୍ ସମ୍ମୁଖରେ ଅଭିନବ ଉପାୟରେ ଲୁଟ୍ । ବାଇକ୍ ଡିକି ଭାଙ୍ଗି ଲୁଟିନେଇଛନ୍ତି ୫ ଲକ୍ଷ ୬୦ ହଜାର ଟଙ୍କା । ବ୍ରହ୍ମପୁର ସହରରେ ପୁଣି ମାତିଛନ୍ତି ଲୁଟେରା । ମାଟରସାଇକେଲ ଡିକି ଭାଙ୍ଗି ଟକାଂ ଲୁଟ୍ କରୁଛନ୍ତି ଲୁଟେରା ଗ୍ୟାଙ୍ଗ । ସୂଚନା ଅନୁସାରେ ବୁଧବାର ଅପରାହ୍ନ ସମୟରେ ବ୍ରହ୍ମପୁର ଜୟପ୍ରକାଶ ନଗର ଏକ୍ସିସ୍ ବ୍ୟାଙ୍କ୍ ସମ୍ମୁଖରୁ ବାଇକ୍ ଡିକି ଭାଙ୍ଗି ଲୁଟ୍ କରୁଛନ୍ତି ଲୁଟେରା ।

ଜଣେ ବ୍ୟକ୍ତି ଏକ୍ସିସ୍ ବ୍ୟାଙ୍କ୍ ରୁ ୫ ଲକ୍ଷ ୬୦ ହଜାର ଟଙ୍କା ଉଠାଇ ବାଇକ୍ ଡିକିରେ ରଖି ନିକଟସ୍ଥ ଦୋକାନରେ ଚା ପିଉଥିବା ବେଳେ ଲୁଟେରା ମାନେ ଲୁଟ୍ କରିଥିବା ଜଣାପଡିଛି । ଲୁଟେରାମାନେ କିଭଳି ଡିକି ଭାଙ୍ଗି ଲୁଟ କରୁଥିଲ ତାର ପୁରା ଚିତ୍ର ସିସିଟିଭିରେ କଏଦ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *