Pratidin TV

Odisha's Digital News Platform

ଏବେ ବସ୍‌ରେ ଲାଗିବ QR ସ୍କାନର , ଲୋକେ କରିବେ ଅନଲାଇନ୍ ପେମେଣ୍ଟ ।

1 min read

ଭୁବନେଶ୍ୱର ; ଏଥର ବସ୍ ରେ ଚଢି ନିଜେ ନିଜର ଟିକେଟ୍ କାଟିବେ ଯାତ୍ରୀ ।ଏବେ ସରକାରୀ ବସ୍‌ରେ ଲାଗିବ ଛଜ ସ୍କାନର । ଲୋକେ ଅତି ହଜ ସୁବିଧାରେ କରିବେ ଅନଲାଇନ୍ ପେମେଣ୍ଟ । ଟିକେଟ୍ କରିବାରେ ଆଉ ସମୟ ନଷ୍ଟ ହେବନି , ଅନଲାଇନ୍ ପେମେଣ୍ଟ ଦ୍ୱାରା ବଞ୍ଚିବ ଯାତ୍ରୀଙ୍କ ମୂଲ୍ୟବାନ ସମୟ ।

Advertisement

Leave a Reply

Your email address will not be published. Required fields are marked *