Pratidin TV

Odisha's Digital News Platform

କାନ୍ଦିଲେ ଦାମଙ୍କ ପୁଅ ସମ୍ଭିତ୍ , କହିଲେ CPR ପାଇଁ ବାପା ମୋର ବ୍ରେନଡେଡ୍ ….

1 min read

ଭୁବନେଶ୍ୱର ; ବିଜେଡିର ଟାଣୁଆ ନେତା ଦାମ ରାଉତଙ୍କ ବ୍ରେଡ୍ ଡେଡ୍ ଘଟଣା ପୁରା ଓଡିଶାରେ ଚହଳ ପକାଇଦେଇଛି । ରାଜନୀତିରେ ଆଜିବି ନିଜର ଦବଦବା ରଖୁଥିବା ଦାମ ରାଉତ୍ ଙ୍କ ବ୍ରେନ୍ ଡେଡ୍ ଘଟଣା ପୁରା ରାଜନୀତିରେ ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି ।

ଏସବୁ ଭିତରେ ଦାମଙ୍କ ପୁଅ ସମ୍ଭିତ୍ ନିଜ ପ୍ରତିକ୍ରିୟା ରଖି ଗଣାମାଧ୍ୟମ ଆଗରେ କ୍ୟାପିଟାଲ ହସ୍ପିଟାଲ ନାଁରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଯଦି କ୍ୟାପିଟାଲ ହସ୍ପିଟାଲ ଠିକ୍ ସମୟରେ ସିପିଆର ଦେଇଥାନ୍ତା ତେବେ ଆଜି ବାପାଙ୍କ ଅବସ୍ଥା ଏମିତି ହୋଇନଥାନ୍ତା ।

Advertisement

Leave a Reply

Your email address will not be published. Required fields are marked *