Pratidin TV

Odisha's Digital News Platform

ଭସ୍ମ ଆଳତୀ ବେଳେ ମହାକାଳେଶ୍ୱରରେ ମନ୍ଦିରରେ ଲାଗିଲା ନିଆଁ, ୧୪ ପୂଜକ ଗୁରୁତର ଆହତ

1 min read

ହୋଲିରେ ବଡ ଅଘଟଣ । ମହାକାଳେଶ୍ୱର ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ । ଭସ୍ମ ଆଳତୀ ସମୟରେ ଲାଗିଗଲା ନିଆଂ । ଜଳିଗଲେ ୧୪ ଜଣ ପୂଜକ ।

ମିଳିଥିବା ସୂଚନା ଅନୁଯାୟୀ ମଧ୍ୟପ୍ରଦେଶର ଉଜ୍ଜୟିନୀ ମହାକାଳ ମନ୍ଦିରରେ ଆଜି ଭସ୍ମ ଆଳତି ବେଳେ ଗର୍ଭଗୃହରେ ନିଆଁ ଲାଗି ଏପରି ଅଗଟଣ ଘଟିଛି । ଆଜି ମନ୍ଦିର ଗର୍ଭ ଗୃହରେ ଭସ୍ମ ଆଳତୀ ଚାଲିଥିବା ସମୟରେ ବାହାରେ ଥିବା ଶ୍ରଦ୍ଧାଳୁମାନେ ଟାକୁରଙ୍କ ଉପରକୁ ଅଭିର ପକାଇଥିଲେ ଫଳରେ ନିଆଁ ଭୁସ୍ କରି ଲାଗିଯାଇଥିଲା । ଏହି ନିଆଁ ଯୋଗୁଁଭସ୍ମ ଆଳତୀ ସମୟରେ ଉପସ୍ଥିତ ଥିବା ୧୪ ଜଣ ପୂଜକ ଓ କିଛି ଶ୍ରଦ୍ଧାଳୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

Advertisement

ମନ୍ଦିର କର୍ମଚାରୀ ତଥା ସଞ୍ଜୟ ଗୁରୁଙ୍କ ମୁଖ୍ୟ ପୁରୋହିତଙ୍କ ସମେତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *