Pratidin TV

Odisha's Digital News Platform

ଘରୁ ଫେରାର୍ ହେଲେ ୟୁଟ୍ୟୁବର ମୋନାଲିସା ଭଦ୍ର , ବନବିଭାଗ ପକାଇଛି ରେଡ୍ ।

1 min read

ଚର୍ଚ୍ଚିତ ୟୁ ଟ୍ୟୁବର ମୋନାଲିସା ଭଦ୍ରଙ୍କ ଘରେ ବନ ବିଭାଗ ର ରେଡ୍ । ବନ୍ୟ ଆଇନ ଉଲଂଘନ କରିବା ଅଭିଯୋଗରେ ବନ ବିଭାଗର ଦୁଇଟି ଟିମ ପକ୍ଷରୁ ଯାଜପୁର ବ୍ଲକ ଜହଳ ଗାଁ ସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରିଛି।

ବନ୍ୟ ଜନ୍ତୁ ରଖିବା ସହିତ ସେମାନଙ୍କ ସହିତ ଫଟୋ ଓ ଭିଡିଓ ସୋସିଆଲ ମିଡିଆ ରେ ସେୟାର କରିବା ଭଳି ସଙ୍ଗୀନ ଅଭିଯୋଗ ଉଭୟ ମୋନାଲିସା ଏବଂ ତାଙ୍କ ସ୍ୱାମୀ ଙ୍କ ବିରୋଧ ରେ ରହିଛି। ବନ ବିଭାଗ ପକ୍ଷରୁ ଚଢ଼ାଉ ନେଇ ଖବର ପାଇ ଉଭୟ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।

Advertisement

ସେମାନଙ୍କ ବିରୋଧ ରେ ବନ ବିଭାଗ ପକ୍ଷରୁ ଏକ ମୋକଦ୍ଦମା ରୁଜୁ କରାଯାଇ ଘଟଣା ର ତଦନ୍ତ ଜାରି ରହିଥିବା ନେଇ ଫରେଷ୍ଟ ରେଞ୍ଜ ଅଫିସର ଜ୍ୟୋତି ରଂଜନ ମହାପାତ୍ର ସୂଚନା ରହିଛି ।

Leave a Reply

Your email address will not be published. Required fields are marked *