Pratidin TV

Odisha's Digital News Platform

ରକ୍ତରେ ହୋଲି ଖେଳିଲେ ଯବାନ , ଟଳିଲେ ୬ ମାଓବାଦୀ ।

1 min read

ରଙ୍ଗରେ ପର୍ବରେ ବୋହିଲା ଶତ୍ରୁଙ୍କ ରକ୍ତ । ଛତିଶଗଡରେ ଯବାନଙ୍କ ଗୁଳିରେ ୬ ମାଓବାଦୀ ମୃତ । ମୃତ ମାଓବାଦୀଙ୍କ ମଧ୍ୟରେ ୨ ମହିଳା ମାଓବାଦୀ ଥିବା ଜଣାପଡିଛି ।ଗତକାଲି ମାଓବାଦୀ ବିଜାପୁର-ସୁକମା ସୀମାରେ ଲୁଚି ରହିଥିବା ନେଇ ସୂଚନା ପାଇଥିଲେ ସୁରକ୍ଷାବାହିନୀ । ଏହାପରେ ଆରମ୍ଭ ହୋଇଥିଲା ଅପରେସନ ।

ବାସାଗୁଡାସ ଜଙ୍ଗଲରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏନେଇ ସିଆରପିଏଫ ଓ ଡିଆରଜି ଯବାନଙ୍କ ପକ୍ଷରୁ ଗତକାଲି ଠାରୁ ଅପରେସନ ଆରମ୍ଭ ହୋଇଛି ।

Advertisement


Leave a Reply

Your email address will not be published. Required fields are marked *