ଦୁଃଖରେ କାନ୍ଦିଲେ ସୁର , କହିଲେ ପୁଅକୁ ଆର୍ଶୀବାଦ୍ ଦେଲି ସେ ଜିତୁ !
1 min readକାନ୍ଦିଲେ ସୁର ରାଉତରାୟ , କହିଲେ ମୁଁ ସ୍ୱାଭିମାନ ଲୋକ ପୁରା ପକ୍କା କଂଗ୍ରେସ । ନିଜ ପୁଅ ପାଇଁ ପ୍ରଚାର କରି ଭୋଟ ସଂଗ୍ରହ କରିବି ପଛେ ନିଜେ କିନ୍ତୁ ଦେବି ନାହିଁ । ମନ୍ମଥ ନିଜ ପସନ୍ଦରେ ଦଳ ବାଛିଚି ମୁଁ କିଛି ରାୟ ଦେଇ ନାହିଁ । ଆଜି ମୁଁ ଭାରି ଦୁଃଖି ମୋ ଅନ୍ତରକୁ ବାଧିଛି କିନ୍ତୁ ପୁଅକୁ ଆର୍ଶୀବାଦ୍ କରୁଛି ସେ ଜିତୁ । କାରଣ ସେ ବୋହୁତ ଭଲ ସୋସିଆଲ ୱାର୍କର୍ , ସମାଜ ସେବାରେ ତା ମନ ।