Pratidin TV

Odisha's Digital News Platform

ଭୁଲ ଭୁଲେୟାଁ -୩ ; ସୁଟିଂ ସେଟ୍‌ରୁ ସାମ୍ନାକୁ ଆସିଲେ ତୃପ୍ତି , କାର୍ତ୍ତିକଙ୍କ ସହ ଦେଖାଇଲେ ନିଜ ପ୍ରଥମ ଝଲକ୍ ।

1 min read

କିଛି ୱେବସିରିଜ୍ ପରେ ସିଧା ବଡ ପରଦାରେ ପାଦ ଦେଇଥିଲେ ୩୦ ବର୍ଷିୟ ତୃପ୍ତି ଡିମ୍ରି । ଆନିମଲ୍‌ରେ ନିଜର ଦମ୍‌ଦାର୍ ଆକ୍ଟି ସହ ପ୍ରଶଂସକଙ୍କ ନଂ ୧ କ୍ରସ୍ ବନିଯାଇଛନ୍ତି ତୃପ୍ତି । ଆଉ ଏବେ ତୃପ୍ତିଙ୍କୁ ନେଇ ବଲିଉଡ୍‌ରେ ଜୋରଦାର ଚର୍ଚ୍ଚା । କାହିଁକି ନା ଏଥର ସେ ସସ୍‌ପେନ୍ସ କିଙ୍ଗ୍ କାର୍ତ୍ତିକ ଆର୍ଯ୍ୟାନଙ୍କ ସହ ଭୁଲ ଭୁଲେୟା ୩ରେ ନଜର ଆସୁଛନ୍ତି । ତେବେ ସୁଟିଂ ସେଟ୍‌ରୁ ଦୁହିଁଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ମନରେ ଉତ୍ସାହ ବଢିଯାଇଛି ।

ତେବେ କାତ୍ତ୍ରିକ ଆର୍ଯ୍ୟାନ ତୃପ୍ତିଙ୍କ ସହ ନିଜ ଇଷ୍ଟାଗ୍ରାମ୍ ରେ ଏକ ଫଟୋ ସେୟ।।ର କରି ଲେଖିଛନ୍ତି ଟିଙ୍ଗ୍ ଟିଙ୍ଗ୍ ଟିଙ୍ଗ୍ ଏବେ ଆମ ଭୁଲ ଭୁଲେୟା -୩ ର ପ୍ରଥମ କାମ ଶେଷ ହୋଇଛି ।

Leave a Reply

Your email address will not be published. Required fields are marked *