Pratidin TV

Odisha's Digital News Platform

ବୁଦ୍ଧଖୋଲରୁ ମିଳିଲା ବରକୁଦିଆ

1 min read

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ବୁଦ୍ଧଖୋଲ ପାହାଡ଼ରୁ ଅତି ବିରଳ ବରକୁଦିଆ ଲେଗ ଲେସ ଲିଜ଼ାର୍ଡକୁ ଠାବ କରିଛି ସ୍ନେକ ହେଲ୍ପ ଲାଇନ। ଏହା ଏକ ଗୋଡ଼ବିହୀନ ଚମ୍ପେଇନେଉଳ ପ୍ରଜାତି। ଏହି ପ୍ରାଣୀଟି ଆଗରୁ ଓଡ଼ିଶାରେ ମାତ୍ର ଦୁଇଟି ସ୍ଥାନରୁ ରେକର୍ଡ କରାଯାଇଥିଲା।

Advertisement

ଏହାର ସାଧାରଣ ନାମ ବରଦିଆ ଲିମ୍ବ ଲେସ ସ୍କିଙ୍କ ଏବଂ ବୈଜ୍ଞାନିକ ନାମ୍ ବରକୁଦିଆ ଇନ୍ସୁଲାରିସ। ୧୯୧୭ ମସିହାରେ ଚିଲିକାରେ ଥିବା ବରକୁଦ ଦ୍ବୀପରୁ ଏହି ଲେଗ ଲେସ ଲିଜ଼ାର୍ଡକୁ ଆବିଷ୍କାର କରାଯାଇଥିଲା। ଓଡ଼ିଶାରେ ବରକୁଦ ଏବଂ ନନ୍ଦନକାନନକୁ ଛାଡିଦେଲେ ରାଜ୍ୟରେ ଆଉ କେଉଁଠି ଏହା ଦେଖାଯାଉ ନଥିଲା।

Leave a Reply

Your email address will not be published. Required fields are marked *