Pratidin TV

Odisha's Digital News Platform

ପ୍ରାର୍ଥୀ ଘୋଷଣା ପରେ ଅଲାରନାଥଙ୍କୁ ଦର୍ଶନ କଲେ ବିଜେପି ନେତ୍ରୀ ଉପାସନା ମହାପାତ୍ର ।

1 min read

ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କଲେ ବ୍ରହ୍ମଗିରି ବିଜେପି ବିଧାୟିକା ପ୍ରାର୍ଥୀ ଉପାସନା ମହାପାତ୍ର । ଗତକାଲି ଉପାସନାଙ୍କୁ ବିଜେପିରୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଟିକେଟ ଘୋଷଣା ପରେ ଆଜିସକାଳୁ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନକରି ନିଜ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରୀରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନକରି ଆଶ୍ରୀବାଦ୍‌ ଭିକ୍ଷା କରିଛନ୍ତି ।

କଂଗ୍ରସର ଦିବ୍ୟଙ୍ଗତ ନେତା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କ ନାମ ବିଜେପି ଘୋଷଣା ପରେ ବ୍ରହ୍ମଗିରୀ ବିଜେପିରେ ଖୁସିର ମାହୋଲ ଖେଳିଯାଇଛି ।

Advertisement

ବିପୁଳ ଜନ ସମର୍ଥନ ରେ ଉପାସନାଙ୍କୁ ଲୋକେ ସବୁ ଗାଁ ବଜାରରେ ସ୍ଵାଗତ କରିଛନ୍ତି । ଅଲାରନାଥଙ୍କୁ ଦର୍ଶନ କରି ନିଜ ଗାଁ ପରେ ବ୍ରହ୍ମଗିରି ଅଞ୍ଚଳ ବୁଲାଇଛନ୍ତି ଉପାସନା ଙ୍କ ସମର୍ଥକ ମାନେ।

Leave a Reply

Your email address will not be published. Required fields are marked *