Pratidin TV

Odisha's Digital News Platform

ଗ୍ୟାରେଜ ଚାଲିଥିଲା କାମ ; ମାଡ଼ିଗଲା ହାଇୱା ଟ୍ରକ୍ , ୩ ଗୁରୁତର…..

1 min read

କଟକ ; କଟକ ଜିଲ୍ଲା ତିଗିରିଆ ନୂଆ ପାଟଣା ମଙ୍ଗଳବଜାର ରେ ଆଜି ଦିନ ପ୍ରାୟ ୧୨ .୪୦ ସମୟରେ ରାସ୍ତା ରେ ଯାଉଥିବା ଏକ ହାଇୱ। ଟ୍ରକ୍ ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗ୍ୟାରେଜ ଉପରକୁ ମାଡ଼ିଗଲା ।

ଫଳରେ ହାଇୱ। ଡ଼୍ରାଇଭର ସମେତ ୩ ଜଣ ଆହାତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Advertisement

ଦୁର୍ଘଟଣା ରେ ଗ୍ୟାରେଜ ଥିବା ୪ ଟି ବାଇକ୍ କ୍ଷତିଗ୍ରସ୍ତ ହୋଇଛି ଆହାତ ମାନଙ୍କୁ ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *