Pratidin TV

Odisha's Digital News Platform

ପଦ୍ମର ହାତ ଛାଡିଲେ ଲେଖାଶ୍ରୀ ସାମନ୍ତସିଂହାର

1 min read

ଭୁଲ ହୋଇଗଲା ବିଜେପିର ଅଙ୍କକଷା | ବିରୋଧୀଙ୍କ ପ୍ରଶ୍ନବାଣ କୁହାଯାଉଥିବା ଲେଖାଶ୍ରୀ ସାମନ୍ତସିଂହାର ଏବେ ପଦ୍ମ ଛାଡିଛନ୍ତି | ପୂର୍ବରୁ ଲେଖାଶ୍ରୀ ସାମନ୍ତସିଂହାର ଉପସଭାପତି ଥିଲେ | କିନ୍ତୁ ବର୍ତ୍ତମାନ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନିଜ ସସଇସିଆଲ ମିଡିଆରେ କରିଛନ୍ତି ପୋଷ୍ଟ |

ତେବେ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ବିଜେପି ଦଳରେ ସାମିଲ ହୋଇ ସେ ୧0 ବର୍ଷ ରାଜ୍ୟ ପାଇଁ କାମ କଲେ | କିନ୍ତୁ ମୁଖ୍ୟଙ୍କ କୌଣସି ମଧ୍ୟ ବିଶ୍ୱାସ ଜିତିପାରିଲେ ନାହିଁ | ଏହା ସହ ତାଙ୍କ ପ୍ରତି ଦଳ ଦ୍ୱାରା ଅବହଳିତ କରାଯିବା ନେଇ କହିଛନ୍ତି | ଆଉ ସ୍ସେଶରେ ସ୍ସେ କହିଛନ୍ତି ଧନ୍ୟବାଦ ମୋତେ କିଛି ସୁଯୋଗ ଦେଇଥିବାରୁ ଯେଉଁଥିପାଇଁ ମୁଁ ରାଜ୍ୟ ପାଇଁ କିଛି କାମ କରିପାରିଲି |

Advertisement

ତେବେ ବର୍ତମାନ ରାଜ୍ୟ ନିର୍ବାଚନ ମୈଦାନରେ ଦଳ ଡିଆଁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏବେ ଲେଖାଶ୍ରୀ ସାମନ୍ତସିଂହାର କେଉଁ ଦଳରେ ଯୋଗ ଦେବେ ତାକୁ ନେଇ ଏବେ ଚର୍ଚ୍ଚା ଜୋରସୋରରେ ଚାଲିଛି |

Leave a Reply

Your email address will not be published. Required fields are marked *