Pratidin TV

Odisha's Digital News Platform

ଏଣିକି ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଘରୋଇ କ୍ଲିନିକ୍ ରେ ରୋଗୀ ଦେଖିପାରିବେ ନାହିଁ

1 min read

ଏଣିକି ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଘରୋଇ କ୍ଲିନିକରେ ଦେଖିପାରିବେ ନାହିଁ ରୋଗୀ | ସାଧାରଣ ଭାବେ ସାମାନ୍ୟ କିଛି ଟଙ୍କା ପାଇଁ ସରକାରୀ ଡାକ୍ତରମାନେ ଘରୋଇ କ୍ଲିନିକରେ ରୋଗୀଙ୍କୁ ଦେଖୁଥିବା ବେଳେ ହାଇକୋର୍ଟରେ ଏନେଇ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା | ଯେଉଁ ମମାଲରେ ହାଇକୋର୍ଟ ଗ୍ରହଣ କରି ଆବେଦନକୁ ଯଥାର୍ଥ ବୋଲି କହିଛନ୍ତି ବିଚାରପତି |

ତେବେ ହାଇକୋର୍ଟରେ ସରକାରୀ ଡାକ୍ତରମାନେ ଘରୋଇ କ୍ଲିନିକରେ ରୋଗୀଙ୍କୁ ଦେଖୁଥିବା ନେଇ ଜନସ୍ୱାର୍ଥ ମାମଲା ଆବେଦନ କରିଥିଲା | ଏବଂ କୋର୍ଟ ମଧ୍ୟ ଏହି ମାମଲାକୁ ଗ୍ରହଣ କରିଥିଲା | ଏବଂ ଆବେଦନକାରୀଙ୍କ ଆବେଦନକୁ ଯଥାର୍ଥ ବୋଲି କହିଛନ୍ତି କୋର୍ଟ | ମୁଖ୍ୟ ବିଚାରପତିଙ୍କ ଖଣ୍ଡ ପୀଠରେ ମାମଲାର ଶୁଣାଣି କରାଯାଇଥିଲା | ରାଜ୍ୟ ସ୍ୱାସ୍ଥ୍ୟ ଏନେଇ 4 ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି | ଆବେଦନକାରୀ ଏହି ମାମଲାରେ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ କରାଯାଇଛି | ଏବଂ 4 ଡ଼ସପ୍ତାହ ପରେ ପୁଣି ଆଉ ଠାରେ ଶୁଣାଣି କରାଯିବ |

Advertisement

Leave a Reply

Your email address will not be published. Required fields are marked *