Pratidin TV

Odisha's Digital News Platform

କୋଲକାତାର ବିଜୟ ଧାରାରେ ଲାଗିଲା ବ୍ରେକ,୭ ଓ୍ଵିକେଟ୍‌ରେ ଜିତି ଟ୍ରାକକୁ ଫେରିଲା ଚେନ୍ନାଇ

1 min read

ମାତ୍ର ୬ ଓ୍ଵିକେଟ୍‌ରେ ଜିତି ସବୁ ବାଜି ପଲଟାଇ ଡୀଲ ଚେନ୍ନାଇ | ଅନ୍ୟପଟେ ବିଜୟ ଧାରାରେ ଲାଗିଲା କୋଲକାତା ନାଇଟ ରାଇଡରରେ ଲାଗିଲା ବ୍ରେକ | କ୍ରମାଗତ ୨ ଟି ପରାଜୟ ପରେ ଏବେ ବିଜୟ ଟ୍ରାକକୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ | ଗତ କଲି ହୋଇଥିବା IPL ର ୨୨ତମ ମ୍ୟାଚରେ କୋଲକତାକୁ ୭ ଓ୍ଵିକେଟ୍‌ରେ ହରାଇଛି ଚେନ୍ନାଇ |

କୋଲକାତା ପ୍ରଥମ ବ୍ୟାଟିଂ କରି ୯ ଓ୍ଵିକେଟ୍‌ ହରାଇ କରିଥିଲା ୧୩୭ ରନ | କ୍ୟାପଟେନ୍ ଶ୍ରେୟସ୍ ଆୟର ଦଳ ପାଇଁ ୩4 ରନ୍ ର ସବୁଠାରୁ ବଡ ଇନିଂସ ଖେଳିଥିଲେ, ଯେଉଁଥିରେ ୩ଟି ଚୌକ ମାରିଥିଲେ | ତା’ପରେ ଟାର୍ଗେଟକୁ ପଛରେ ପକାଇ ଚେନ୍ନାଇ ୧୭.4 ଓଭରରେ ୩ ୱିକେଟ୍ ନେଇ ଜିତିଥିଲା। ତେବେ ୧୩୮ ରନ ବିଜୟ ଲକ୍ଷ ରଖିଥିବା ଚେନ୍ନାଇ ୧୭ ଓଭରରେ ୧4୧ ରନ କରି ବିଜୟ ଲାଭ କରିଥିଲା |

Advertisement

Leave a Reply

Your email address will not be published. Required fields are marked *