Pratidin TV

Odisha's Digital News Platform

ଆସିଲା ବିଜେଡ଼ିର ୪ର୍ଥ ପର୍ଯ୍ୟାୟ ପାର୍ଥୀ ତାଲିକା , ଲେଖାଶ୍ରୀ ପାଇଲେ ବାଲେଶ୍ଵର, ପାରାଦୀପ ଗୀତାଞ୍ଜଳି ରାଉତରାୟ …

1 min read

ଆସିଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପାର୍ଥୀ ତାଲିକା । ୯ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପାର୍ଥୀ ତାଲିକା ଘୋଷଣା କରିଛନ୍ତି । ଜନ ସାଧାରଣଙ୍କ ଆଶୀର୍ବାଦ କାମନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାର୍ଥୀ ତାଲିକା ଘୋଷଣା କରିଛନ୍ତି । ଲକ୍ଷ୍ମୀପୁର ପ୍ରଭୁ ଜୀନି , ପାରାଦ୍ୱୀପ ଗୀତାଞ୍ଜଳୀ ରାଉତରାୟ , ସମ୍ବଲପୁର ପ୍ରସନ୍ନ ଆଚାର୍ଯ୍ୟ , ରେଢା ଖୋଲ ରୋହିତ ପୁଜାରୀ , ତେଲକୋଇ ମାଧବ ସର୍ଦ୍ଦାର , ତାଳଚେର ବ୍ରଜ ପ୍ରଧାନ , ନର୍ଲା ମନୋରମା ପ୍ରଧାନ , ବାଲିଗୁଡା ଚକ୍ରମଣି କହଁର , ଭୁବନେଶ୍ୱର ଅନନ୍ତ ନାରାୟଣ ଜେନା , ବାଲେଶ୍ୱର ଲୋକସଭା ଆସନ ପାଇଁ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନାମକୁ ମୋହର ମାରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ।

Advertisement

Leave a Reply

Your email address will not be published. Required fields are marked *