Pratidin TV

Odisha's Digital News Platform

ମୁଁ କଂଗ୍ରେସ୍ ମ୍ୟାନ୍ , ପୁଅ ପାଇଁ ପ୍ରଚାର କରିନି ଯିଏ ଯାହା କରିବା କଥା କର – ସୁର ରାଉତ୍ ରାଏ ।

1 min read

ପୁଅର ପ୍ରଚାର ପାଇଂ ସୁରଙ୍କୁ ମିଳିବ ଦଣ୍ଡ ବୋଲି କହିଛନ୍ତି ନରସିଂହ ମିଶ୍ର । ତେବେ ଆମ ସଭିଙ୍କ ପ୍ରିୟ ସୁର ରାଉତରାୟଙ୍କୁ ପୁଅ ମନ୍ମଥର ପ୍ରଚାର ପ୍ରସାର ପାଇଁ କିଛି ଦିନ ହେବ ଟ୍ରୋଲ କରାଯାଉଛି ତା ସହ ତାଙ୍କୁ ଦଣ୍ଡ ଦେବାକୁ କହିଛନ୍ତି ନରସିଂହ ମିଶ୍ର । କିନ୍ତୁୁ ଏସବୁ କଥାକୁ ପ୍ରତ୍ୟାଖନ କରି ସୁର କହିଛନ୍ତି ଯେ ମୁଁ ମଲା ପର୍ଯ୍ୟନ୍ତ କଂଗ୍ରେସରେ ରହିବି । ମୁଁ ଜଣେ କଂଗ୍ରେସ ମ୍ୟାନ୍ , ମୋ ପୁଅ ପାଇଁ କେବେ ପ୍ରଚାର କରିନି ମୋତେ ବଦନାମ କରାଯାଊଛି । କିନ୍ତୁ ମୋତେ ଯଦି ଦଣ୍ଡ ଦେବା କଥା ସମାଲୋଚନା ଚାଲିଛି ତେବେ ନିଶ୍ଚୟ ଦିଅ ମୁଁ କାହାକୁ ଡରିନି ।

Advertisement

Leave a Reply

Your email address will not be published. Required fields are marked *