Pratidin TV

Odisha's Digital News Platform

ଦିଲ୍ଲୀରେ ହାଇଭୋଲ୍ଟ ଗେମ୍ ଖେଳିଲେ ସୁରଙ୍କ ପୁଅ, ଜଟଣୀରେ କଂଗ୍ରେସ ଦେଲା ସରପ୍ରାଇଜ୍ ।

ଦିଲ୍ଲୀରେ ହାଇ ପ୍ରୋଫାଇଲ ଖେଳର ପ୍ରଭାବ ଜଟଣୀରେ । ଦୀର୍ଘଦିନ ଧରି ଜଟଣୀ ମାଟିରେ ଚାହିବସିଥିବା ଆଶାୟୀ ଏବେ ଗର୍ଜନ କରିଛନ୍ତି । କାରଣ ସୁରଙ୍କ ବଡ ପୁଅ ସନ୍ତୋଷ ଜେନାଙ୍କୁ କଂଗ୍ରେସରେ ଟିକେଟ୍ ଦେଇଛନ୍ତି । ଏନେଇ ସୁରଙ୍କ ପୁତୁରା ସଂଗ୍ରାମ ରାଉତରାୟ ଗଣମାଧ୍ୟମ ସାମ୍ନାରେ ସୁରଙ୍କ ଆଗରେ ଭଡକି ଯାଇଛନ୍ତି । ସେ ସବୁ ଦୋଷ ସୁରଙ୍କୁ ଦେଇଛନ୍ତି, କହିଛନ୍ତି ସୁର ଏସବୁର ମାଷ୍ଟର ମାଇଣ୍ଡ ।

Leave a Reply

Your email address will not be published. Required fields are marked *