Pratidin TV

Odisha's Digital News Platform

ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ୍ ହେଲା ରହସ୍ୟମୟ ଟ୍ରଙ୍କ , ଖୋଲିଲା ପରେ ଉଡିଲା କଷ୍ଟମ ବିଭାଗରେ ହୋସ୍….

1 min read

ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ୍ ହେଲା ରହସ୍ୟ ମୟ ଟ୍ରଙ୍କ । ଟ୍ରଙ୍କ ଭିତରେ ରହିଛି ବିପୁଳ ପରିମାଣର ସୁନା ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବିମାନ ବନ୍ଦରରୁ କଷ୍ଟମ ବିଭାଗ ପକ୍ଷରୁ ଏହି ଟ୍ରଙ୍କ ଜବତ ହୋଇଛି । ଟ୍ରଙ୍କକୁ ଜବତ କରି ତଦନ୍ତ ଚଲାଇଛି କଷ୍ଟମ ବିଭାଗ ।

Advertisement

ଟ୍ରଙ୍କଟି କାହାର,କେଉଁଠୁ କେଉଁଠିକି ଯାଉଥିଲା ତାର ତଦନ୍ତ ଚଳାଇଛି ଟିମ୍ ।
ଟ୍ରଙ୍କର ମାଲିକ କିଏ ଓ କଣ ପାଇଁ ଏତେ ପରିମାଣର ସୁନା ନେଇ ଯାଉଥିଲା ତାର ଖିଅ ଖୋଜୁଛି କଷ୍ଟମ ବିଭାଗ ।

Leave a Reply

Your email address will not be published. Required fields are marked *